ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡିଶାର କବି ଓ ଲେଖକ
ଜ୍ଞାନପୀଠ ପୁରସ୍କାର-: ଜ୍ଞାନପୀଠ ପୁରସ୍କାର ହେଉଛି ସର୍ବ ପୁରାତନ ତଥା ସର୍ବୋଚ୍ଚ ଭାରତୀୟ ସାହିତ୍ୟିକ ପୁରସ୍କାର ଯାହାକି ଭାରତୀୟ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଲେଖକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଏ ।
ଏ ପର୍ଯ୍ୟନ୍ତ ଓଡିଶାରେ ୪ଜଣ ବ୍ୟକ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଛି ।
- ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା
- ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା
- ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା-: ଆଶାପୂର୍ଣା ଦେବୀ (ବଙ୍ଗାଳୀ ଭାଷା)/୧୯୭୬ ମସିହା
- ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି -: ଗୋପୀନାଥ ମହାନ୍ତି (ଓଡିଆ ଭାଷା)
- ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଗୋପୀନାଥ ମହାନ୍ତି (ଓଡିଆ ଭାଷା)
- ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା -: ପ୍ରତିଭା ରାୟ (ଓଡିଆ ଭାଷା)
- "୨୦୨୨ ର ଜ୍ଞାନପୀଠ ପୁରସ୍କାରର ବିଜେତା ହେଉଛନ୍ତି -ଦାମୋଦର ମଉଜୋ (କୋଂକଣି ଭାଷା)"
କବି/ଲେଖକ |
ବର୍ଷ |
ପୁସ୍ତକ |
ଗୋପୀନାଥ ମହାନ୍ତି | ୧୯୭୩ |
ମାଟି ମୋଟାଳ (ଉପନ୍ୟାସ) |
ସଚ୍ଚି ରାଉତରାୟ | ୧୯୮୬ |
ପଲ୍ଲୀଶ୍ରୀ(କବିତା) |
ସୀତାକାନ୍ତ ମହାପାତ୍ର |
୧୯୯୩ | ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ |
ପ୍ରତିଭା ରାୟ |
୨୦୧୧ |
ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ |
କବି/ଲେଖକ |
ବର୍ଷ |
ପୁସ୍ତକ |
ଫୋଟୋ |
ଗୋପୀନାଥ ମହାନ୍ତି |
୧୯୭୩ |
ମାଟି ମୋଟାଳ (ଉପନ୍ୟାସ) |
 |
ସଚ୍ଚି ରାଉତରାୟ |
୧୯୮୬ |
ପଲ୍ଲୀଶ୍ରୀ(କବିତା) |
.jpeg) |
ସୀତାକାନ୍ତ ମହାପାତ୍ର |
୧୯୯୩ |
ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ |
 |
ପ୍ରତିଭା ରାୟ |
୨୦୧୧ |
ଭାରତୀୟ ସାହିତ୍ଯର ଉଲ୍ଲେଖନୀୟ ଅବଦାନ ପାଇଁ |
 |
.jpg) |
JNANPITH AWARD |
 |
JNANPITH AWARD |
 |
PRATIVA RAY receiving the JNANPITH AWARD |
 |
PRATIVA RAY receiving the JNANPITH AWARD |
good
ReplyDelete