Posts

Showing posts with the label JNANPITH AWARD WINNER LIST OF ODISHA

JNANPITH AWARD WINNER LIST OF ODISHA(1965-2022)

Image
  ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡିଶାର କବି ଓ ଲେଖକ    ଜ୍ଞାନପୀଠ ପୁରସ୍କାର -:  ଜ୍ଞାନପୀଠ ପୁରସ୍କାର  ହେଉଛି ସର୍ବ ପୁରାତନ ତଥା ସର୍ବୋଚ୍ଚ ଭାରତୀୟ ସାହିତ୍ୟିକ ପୁରସ୍କାର ଯାହାକି ଭାରତୀୟ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଲେଖକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଏ ।  ଏ ପର୍ଯ୍ୟନ୍ତ ଓଡିଶାରେ ୪ଜଣ ବ୍ୟକ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଛି । ଭାରତର ପ୍ରଥମ  ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା  ଭାରତର ପ୍ରଥମ  ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -:  ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା ଭାରତର ପ୍ରଥମ  ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା-: ଆଶାପୂର୍ଣା ଦେବୀ (ବଙ୍ଗାଳୀ ଭାଷା)/୧୯୭୬ ମସିହା  ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି  -: ଗୋପୀନାଥ ମହାନ୍ତି (ଓଡିଆ ଭାଷା) ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଗୋପୀନାଥ ମହାନ୍ତି  (ଓଡିଆ ଭାଷା) ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା -: ପ୍ରତିଭା ରାୟ  (ଓଡିଆ ଭାଷା) "୨୦୨୨ ର ଜ୍ଞାନପୀଠ ପୁରସ୍କାରର ବିଜେତା ହେଉଛନ୍ତି -ଦାମୋଦର ମଉଜୋ (କୋଂକଣି ଭାଷା)" କବି/ଲେଖକ      ...