ODISHA'S FAMOUSE BOOKS AND THEIR AUTHOR




ODISHA'S FAMOUSE BOOKS AND  THEIR AUTHOR


BOOK'S NAME AUTHOR IMAGE
ତପସ୍ଵିନୀ ଗଙ୍ଗାଧର ମେହେର 
ପ୍ରଣୟ ବଲ୍ଲରୀ  ଗଙ୍ଗାଧର ମେହେର 
ଚିଲିକା  ରାଧାନାଥ ରାୟ 
କେଦାର ଗୌରି  ରାଧାନାଥ ରାୟ 
ଚନ୍ଦ୍ରଭାଗା  ରାଧାନାଥ ରାୟ 
ଛ ମାଣ ଆଠ ଗୁଣ୍ଠ  ଫକୀରମୋହନ ସେନାପତି
ଳଛମା  ଫକୀରମୋହନ ସେନାପତି
ମାମୁଁ  ଫକୀରମୋହନ ସେନାପତି
ଆତ୍ମ ଚରିତ  ଫକୀରମୋହନ ସେନାପତି
ରେବତୀ  ଫକୀରମୋହନ ସେନାପତି
ପ୍ରାୟଶ୍ଚିତ  ଫକୀରମୋହନ ସେନାପତି
ଡାକ ମୁନ୍‌ସି ଫକୀରମୋହନ ସେନାପତି
ପେଟେଣ୍ଟ ମେଡିସିନ  ଫକୀରମୋହନ ସେନାପତି 
କାରା କବିତା  ଗୋପବନ୍ଧୁ ଦାସ 
ବନ୍ଦିର ଆତ୍ମ କଥା ଗୋପବନ୍ଧୁ ଦାସ 
ମନ ଗହୀରର ଚାଷ  ଗୋପୀନାଥ ମହାନ୍ତି 
 ଧର୍ମପଦ  ଗୋପବନ୍ଧୁ ଦାସ 
ଅବକାଶ ଚିନ୍ତା  ଗୋପବନ୍ଧୁ ଦାସ 
ଛବିଳ ମଧୁ ବର୍ଣ୍ଣବୋଧ ମଧୁସୂଦନ ରାଓ 
ମାଟି ମୋଟାଳ  ଗୋପୀନାଥ ମହାନ୍ତି 
ପଲ୍ଲିଶ୍ରୀ  ସଚିଦାନନ୍ଦ ରାଉତରାୟ 
ଯାଜ୍ଞସେନୀ  ପ୍ରତିଭା ରାୟ 
ଶିଳାପଦ୍ମ  ପ୍ରତିଭା ରାୟ 
ବଂଶ ହରପ୍ରସାଦ ଦାସ 
ମାଟିର ମଣିଷ  କାଳିନ୍ଦୀ ଚରଣ ପାଣିଗ୍ରାହୀ  
ଅମୃତର ସନ୍ତାନ  ଗୋପୀନାଥ ମହାନ୍ତି  
ସିନ୍ଧୁ ଉପତ୍ୟକା  ଜାନକୀ ବଲ୍ଲଭ ପଟ୍ଟନାୟକ 
ସିଦ୍ଧାନ୍ତ ଦର୍ପଣ  ଚନ୍ଦ୍ରଶେଖର ସିଂ ସାମନ୍ତ 
ବାଜି ରାଉତ  ସଚ୍ଚିଦାନନ୍ଦ ରାଉତରାୟ 
ଅମବାସ୍ୟାର ଚନ୍ଦ୍ର  ଗୋବିନ୍ଦ ଦାସ 





BOOK AUTHOR IMAGE
ଜଗମୋହନ ରାମାୟଣ  ବଲରାମ ଦାସ 
ଦାଣ୍ଡି ରାମାୟଣ  ବଲରାମ ଦାସ
ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସାମନ୍ତ ସିଂହାର 
ଲକ୍ଷ୍ମୀ ପୁରାଣ  ବଲରାମ ଦାସ
 ଭାବ ସମୁଦ୍ର  ବଲରାମ ଦାସ 
 ବିରାଟ ଗୀତା  ବଲରାମ ଦାସ 
 ମହାଭାରତ ସାରଳା ଦାସ
ବିଲଙ୍କା ରାମାୟଣ ସାରଳା ଦାସ  
ଚଣ୍ଡୀ ପୁରାଣ ସାରଳା ଦାସ 
ଶୂନ୍ୟ ସଂହିତା  ଅଚ୍ୟୁତାନନ୍ଦ ଦାସ
ମାଳିକା  ଅଚ୍ୟୁତାନନ୍ଦ ଦାସ
ଚବିଶ ପଟଳ  ଅଚ୍ୟୁତାନନ୍ଦ ଦାସ
ଛୟାଳିଶ ପଟଳ ଅଚ୍ୟୁତାନନ୍ଦ ଦାସ
ଚଉଷଠି ପଟଳ  ଅଚ୍ୟୁତାନନ୍ଦ ଦାସ
ଆଦି ସଂହିତା  ଅଚ୍ୟୁତାନନ୍ଦ ଦାସ
ଚକଡା ମଡାଣ  ଅଚ୍ୟୁତାନନ୍ଦ ଦାସ
ଗୋପାଳ ଓଗାଳ  ଅଚ୍ୟୁତାନନ୍ଦ ଦାସ
ଅଷ୍ଟ ଗୁଜ୍ଜରୀ  ଅଚ୍ୟୁତାନନ୍ଦ ଦାସ
ଚଉରାଅଶି ଯନ୍ତ୍ର ଅଚ୍ୟୁତାନନ୍ଦ ଦାସ
ଅକଳିତ ସଂହିତା  ଅଚ୍ୟୁତାନନ୍ଦ ଦାସ
ବ୍ରହ୍ମ ଏକାକ୍ଷର ଗୀତା  ଅଚ୍ୟୁତାନନ୍ଦ ଦାସ
ଗୁରୁଭକ୍ତି ଗୀତା  ଅଚ୍ୟୁତାନନ୍ଦ ଦାସ
ଚିତ୍ତବୋଧ ବା ଚିତ୍ତବିନୋଦ ଅଚ୍ୟୁତାନନ୍ଦ ଦାସ
ଅର୍ଥ କୋଇଲି  ଜଗନ୍ନାଥ ଦାସ  
ଓଡିଆ ଭାଗବତ  ଜଗନ୍ନାଥ ଦାସ
ବିଚିତ୍ର ରାମାୟଣ  ବିଶ୍ଵନାଥ ଖୁଣ୍ଟିଆ 
ଦାର୍ଢ୍ୟତା ଭକ୍ତି  ରାମ ଦାସ 
ରସକଲ୍ଲୋଳ   ଦୀନକୃଷ୍ଣ ଦାସ 
ସ୍ତୁତି ଚିନ୍ତାମଣି  ଭୀମ ଭୋଇ 
ପତଞ୍ଜଳି ଯୋଗ ଦର୍ଶନ  ପତଞ୍ଜଳି
BOOK AUTHOR IMAGE
ଦୟାନଦୀ(କବିତା)  ଗାୟତ୍ରୀବାଳା ପଣ୍ଡା 
ସରିଯାଇଥିବା ଓପେରା(କବିତା)  ହୃଷୀକେଶ ମଲ୍ଲିକ 
ସମୁଦ୍ରକୂଳ ଘର(କ୍ଷୁଦ୍ର ଗଳ୍ପ)  ଯଶୋଧାରା ମିଶ୍ର 
ଭାସ୍ଵତୀ(କ୍ଷୁଦ୍ର ଗଳ୍ପ) ତରୁଣ କୁମାର  ମିଶ୍ର 
ଇଟାଭାଟିର ଶିଳ୍ପୀ  ଗାୟତ୍ରୀ ସରଫ 
ଗାନ୍ଧୀ ମଣିଷ  ଶରତ କୁମାର ମହାନ୍ତି 
ଉଲ୍ଲଙ୍ଘନ  ପ୍ରତିଭା ରାୟ 
ମୋ ଜୀବନ ସଂଗ୍ରାମ  ସତ୍ୟନାରାୟଣ ରାଜଗୁରୁ
ଅଭିଶପ୍ତ ଗନ୍ଧର୍ବ  ମହପାତ୍ର ନୀଳମଣି ସାହୁ 
ଗାଁ ମଜଲିଶ  ହରେକୃଷ୍ଣ ମହତାବ 
ଶବ୍ଦର ଆକାଶ  ଲକ୍ଷ୍ମୀକାନ୍ତ ମହାପାତ୍ର 
କୁମ୍ଭାର ଚକ  କାଳୀଚରଣ ପଟ୍ଟନାୟକ 
କା  କାହ୍ନୁ ଚରଣ ମହାନ୍ତି 
ଅର୍ଦ୍ଧସତାଦ୍ଦୀର ଓଡିଶା ତହିଁରେ ମୋ ସ୍ଥାନ  ଗୋଦାବରୀଶ ମିଶ୍ର 
ପାଟଦେଇ(କ୍ଷୁଦ୍ର ଗଳ୍ପ) ବୀଣାପାଣି ମହାନ୍ତି 
ସୂର୍ଯ୍ୟ ଓ ଅନ୍ଧକାର(କବିତା) ରାଧାମୋହନ ଗଡନାୟକ 
 ପୂର୍ଣ୍ଣଚନ୍ଦ୍ର ଓଡିଶା ଭାଷାକୋଷ  ଗୋପାଳଚନ୍ଦ୍ର ପ୍ରହରାଜ 
କଣା ମାମୁଁ  ଲକ୍ଷ୍ମୀକାନ୍ତ ମହାପାତ୍ର 
ଲାବଣ୍ୟବତୀ  ଉପେନ୍ଦ୍ର ଭଞ୍ଜ 
ବୈଦେହିଶ ବିଳାସ  ଉପେନ୍ଦ୍ର ଭଞ୍ଜ 
ଉର୍ବଶୀ  ରାଧାନାଥ ରାୟ 
ନୀଳଶୈଳ  ସୁରେନ୍ଦ୍ର ମହାନ୍ତି 
ପଞ୍ଚତନ୍ତ୍ର  ବିଷ୍ଣୁ ଶର୍ମା 
ଗୀତ ଗୋବିନ୍ଦ  ଜୟଦେବ 
କିଶୋର ଚନ୍ଦ୍ରାନନ ଚମ୍ପୁ  ବଳଦେବ ରଥ 
ମୋନବୋଧ ଚଉତିଶା  ଭକ୍ତଚରଣ ଦାସ 
 କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ  ଉପେନ୍ଦ୍ର ଭଞ୍ଜ  
ଆଦିଅନ୍ତ ଗୀତା  ଭୀମ ଭୋଇ 
କେଶବ କୋଇଲି  ମାର୍କଣ୍ଡ ଦାସ 
ପାଂଡୁଲିପି ଲିପି   ସଚିଦାନନ୍ଦ ରାଉତରାୟ












Comments

Popular posts from this blog

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )

JNANPITH AWARD WINNER LIST OF ODISHA(1965-2022)