JNANPITH AWARD WINNER LIST OF ODISHA(1965-2022)

ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡିଶାର କବି ଓ ଲେଖକ ଜ୍ଞାନପୀଠ ପୁରସ୍କାର -: ଜ୍ଞାନପୀଠ ପୁରସ୍କାର ହେଉଛି ସର୍ବ ପୁରାତନ ତଥା ସର୍ବୋଚ୍ଚ ଭାରତୀୟ ସାହିତ୍ୟିକ ପୁରସ୍କାର ଯାହାକି ଭାରତୀୟ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଲେଖକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଏ । ଏ ପର୍ଯ୍ୟନ୍ତ ଓଡିଶାରେ ୪ଜଣ ବ୍ୟକ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଛି । ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା-: ଆଶାପୂର୍ଣା ଦେବୀ (ବଙ୍ଗାଳୀ ଭାଷା)/୧୯୭୬ ମସିହା ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି -: ଗୋପୀନାଥ ମହାନ୍ତି (ଓଡିଆ ଭାଷା) ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଗୋପୀନାଥ ମହାନ୍ତି (ଓଡିଆ ଭାଷା) ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା -: ପ୍ରତିଭା ରାୟ (ଓଡିଆ ଭାଷା) "୨୦୨୨ ର ଜ୍ଞାନପୀଠ ପୁରସ୍କାରର ବିଜେତା ହେଉଛନ୍ତି -ଦାମୋଦର ମଉଜୋ (କୋଂକଣି ଭାଷା)" କବି/ଲେଖକ ...