ଚାରିଦେଓ
ତରାସତୁ ଚାହିଁଦେଲେ ପ୍ରଭୁ ଭଗବାନ
ଗୁଞ୍ଜ ପଦ୍ମ ଚିହ୍ନ ଯେ ପୁରୁଷ ଏକ ଜନ୍ମ ।
ଗୁଞ୍ଜ ପଦ୍ମ ଚିହ୍ନରୁ ଜନମ ଚାରିଦେଓ
ଚନ୍ଦ୍ର ଶେଖର ନୃପତି ନାମଟି ବୋଲାଉ ।
ଗୋତ୍ର ପଚାରିଲେ ଯେ କଶ୍ୟପ ପୁରୋହିତ
କାଶ୍ୟପ ଗୋତ୍ର ବୋଲିଣ ବୋଇଲେ ସମସ୍ତେ ।
 |
GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )ଚିହ୍ନ |
ଚାରିଦେଓ
- ଗଡ- ଜ୍ଞମଗଡ଼, ଚିମ୍ବାରଗଡ଼, ତମ୍ବରୁଗଡ଼
- ଭାଡି-ପାଟଗାଦି, ଚାରିଭାଡି , ଚାରିଗୁଡି ।
- ରାଜା - ବଳିସିଂହ , ବଳିଆରସିଂହ, ଦାମ ସିଂହ, କାମା ସିଂହ
- ବାନା- ବଙ୍କଲ ମହଲ ବାନା , କୁର୍ମି ଚିହ୍ନ ଧ୍ଵଜା
- ଗୋତ୍ର - ଗୁରୁକୌଳାସସୁନୀ, କଶ୍ୟପଋଷିଗୋତ୍ର, ମୁଦିଶ ଗୋତ୍ର ।
- ଖଳା - ଥାପସିଂଖଳା, ଥାପସିଂକମୁରା,କାଦି,କୁମୁରା ।
- ଖଣ୍ଡା- ପାର୍ବତୀ ଖଣ୍ଡା (ଶାୟକ )
- ପ୍ରବର - କଶ୍ୟପ ଅବତ୍ସାର ନୈଧୃତ ।
- ଶାଖା - ମଧ୍ୟନ୍ଦିନୀ, ସୂତ୍ର କାତ୍ୟାୟିନୀ ।
- ସଂଜ୍ଞା (ସାଇଙ୍ଗା )- ଧାରୁଆ, ପାଟଧାରୁଆ, ପରିଆଳ, ଦଣ୍ଡପାଟ, ତମ୍ବାରୀ ଖଲିପକା,ମାଝି ,ସରମାଖୀ,ମାରପାଚି, ନାୟକ ଇତ୍ୟାଦି ।
- ଦେବତା -ଗଙ୍ଗରାଜ,ମାନିକରାଜ,ସୋମରାଜ, ଭୋଜରାଜ,ଚାରିଦେବତା ।
- ଗାଦି- ଚହକୋଟ,ଲାହୋର,ରୁହେଲଖଣ୍ଡ,ବାଘେଲଖଣ୍ଡ,ଲାଞ୍ଜିଗଡ଼, ରିମାଗଡ଼ ।
ଏମାନେ କ୍ଵାଚି,ନେଟମ, ଟେକାମ,ଡୁମା,ସଂଜ୍ଞାଧାରୀ ଚାରିଭାଇ । କ୍ଵାଚି ମାରପାଚୀ ଭାଇଘରେ ଅନ୍ୟ ଭାଇମାନେ ଆନ୍ନଜଳ କରନ୍ତି ନାହିଁ । ଏମାନଙ୍କର ଉପାସ୍ୟ ବୃକ୍ଷ ହେଉଛି ବଟବୃକ୍ଷ ।  |
GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )ଚିହ୍ନ
|
Comments
Post a Comment