JNANPITH AWARD WINNER LIST OF ODISHA(1965-2022)







 

ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡିଶାର କବି ଓ ଲେଖକ 


 ଜ୍ଞାନପୀଠ ପୁରସ୍କାର-: ଜ୍ଞାନପୀଠ ପୁରସ୍କାର ହେଉଛି ସର୍ବ ପୁରାତନ ତଥା ସର୍ବୋଚ୍ଚ ଭାରତୀୟ ସାହିତ୍ୟିକ ପୁରସ୍କାର ଯାହାକି ଭାରତୀୟ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଲେଖକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଏ । 
ଏ ପର୍ଯ୍ୟନ୍ତ ଓଡିଶାରେ ୪ଜଣ ବ୍ୟକ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଛି ।
  • ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା 
  • ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଜି. ଶଙ୍କର କୁରୁପ (ମାଲାୟାଲମ ଭାଷା )/୧୯୬୫ ମସିହା
  • ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା-: ଆଶାପୂର୍ଣା ଦେବୀ (ବଙ୍ଗାଳୀ ଭାଷା)/୧୯୭୬ ମସିହା 
  • ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବ୍ୟକ୍ତି  -: ଗୋପୀନାଥ ମହାନ୍ତି (ଓଡିଆ ଭାଷା)
  • ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁରୁଷ -: ଗୋପୀନାଥ ମହାନ୍ତି (ଓଡିଆ ଭାଷା)
  • ଓଡିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା -: ପ୍ରତିଭା ରାୟ (ଓଡିଆ ଭାଷା)
  • "୨୦୨୨ ର ଜ୍ଞାନପୀଠ ପୁରସ୍କାରର ବିଜେତା ହେଉଛନ୍ତି -ଦାମୋଦର ମଉଜୋ (କୋଂକଣି ଭାଷା)"

କବି/ଲେଖକ                      ବର୍ଷ       ପୁସ୍ତକ 
ଗୋପୀନାଥ ମହାନ୍ତି ୧୯୭୩ ମାଟି ମୋଟାଳ (ଉପନ୍ୟାସ)
ସଚ୍ଚି ରାଉତରାୟ ୧୯୮୬ ପଲ୍ଲୀଶ୍ରୀ(କବିତା)
ସୀତାକାନ୍ତ ମହାପାତ୍ର  ୧୯୯୩ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ
ପ୍ରତିଭା ରାୟ  ୨୦୧୧ ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ

କବି/ଲେଖକ
ବର୍ଷ           

ପୁସ୍ତକ                                                                       
  ଫୋଟୋ 
ଗୋପୀନାଥ ମହାନ୍ତି ୧୯୭୩ ମାଟି ମୋଟାଳ (ଉପନ୍ୟାସ) 
ସଚ୍ଚି ରାଉତରାୟ ୧୯୮୬ ପଲ୍ଲୀଶ୍ରୀ(କବିତା)
ସୀତାକାନ୍ତ ମହାପାତ୍ର ୧୯୯୩ ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ 
ପ୍ରତିଭା ରାୟ ୨୦୧୧ ଭାରତୀୟ ସାହିତ୍ଯର ଉଲ୍ଲେଖନୀୟ ଅବଦାନ ପାଇଁ 

JNANPITH AWARD
JNANPITH AWARD
JNANPITH AWARD
JNANPITH AWARD
PRATIVA RAY JNANPITH AWARD
PRATIVA RAY JNANPITH AWARD
PRATIVA RAY receiving the JNANPITH AWARD
PRATIVA RAY JNANPITH AWARD
PRATIVA RAY JNANPITH AWARD
PRATIVA RAY JNANPITH AWARD
PRATIVA RAY receiving the JNANPITH AWARD


Comments

Post a Comment

Popular posts from this blog

ODISHA'S FAMOUSE BOOKS AND THEIR AUTHOR

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )