GOND-SAMAJ-7DEO(ଗୋଁଡ଼-ସମାଜ-୭ଦେଓ)


୭ ଦେଓ 

ନାଗରାଜ ମୁଖୁଁ ଆଗ ହୋଇଲା ବାହାର 
ସେଠାରୁ ପଡିଲା ଡାକ ପଞ୍ଚଜଣଙ୍କର 
ପାତାଳମଣି ଚିହ୍ନକୁ ଚାହିଁଲେ ଭଗବାନ 
ସେ ଚିହ୍ନରୁ ପୁରୁଷେକ ହୋଇଲା ଉତ୍ପନ । 
ନାଗ ବଂଶରୁ ଏ ଯେଣୁ ହୋଇଲା ଉତ୍ପତ୍ତି 
ନାମ ତାକୁ ଦେଲେ ଚନ୍ଦ୍ର ପ୍ରତାପ ନୃପତି । 
ଏଣୁ ଅନନ୍ତରେ ଦେବେ ସ୍ଵର୍ଗେ ଡାକଦେଲେ 
ସାତଦେଓ ପଦ୍ଧତି ଯେ ଏହାକୁ ବୋଇଲେ ।  

ଗୋଣ୍ଡ ସମାଜ ୭ଦେଓ ଚିହ୍ନ
ଗୋଁଡ଼ ସମାଜ ୭ ଦେଓ ଚିହ୍ନ

୭ ଦେଓ 

  • ବଂଶ -ଗଙ୍ଗବଂଶ 
  • ଗଡ଼ -ମାଣ୍ଡିଲାଗଡ଼ , କଲିଗଡ , ଗଡ଼ମଣ୍ଡଳ 
  • ଗୋତ୍ର -ନାଗେଶଗୋତ୍ର,କାଳୀନାଗୁଣି 
  • ଭାଡି -ନାଗଦଳା ଭାଡି 
  • ଗୋଡି -ନାଗଦଳାଗୁଡି (ଶିବାନୀ ଗୁଡି)
  • ସଂଜ୍ଞା - ମରେହି 
  • ଦେବତା -ମରାବନ ଦେଓ, ଜଙ୍ଗାଦେଓ 
  • ବାନା -ନଗଚିହ୍ନ ଧ୍ଵଜା (ବିଜୟ ବାନା)
  • ଅସ୍ତ୍ର - ଭାଲୁ (ମରାବନ ଖଣ୍ଡା)
  • ବିଭାଗ ସଂଜ୍ଞା - ସାଏ, ରାଏ,ପୂଟାମ,ଏରକାମ, ମାଝି, ଧାରୁଆ ଭୋଏ ,ମରାହୀ,ଘୁଟାମ,କୁତାମ, ନିତାମ,ସୁଆମ,କୁଆମ,ଓଟାମ,ନାୟକ,ସିଂହ,ସିଂହବୀର, ରଣବିର । 
  • ଭୟାଦି- ମରାହୀ(ମହ୍ଲେଇ ,ଟେକମ ,ନେତା ଶୁଳିୟାମ,ମରଖାମ ଓ ଘୋଟାମ 
  • ଗୁରୁ - ଗଙ୍ଗେଶ ମୁନୀ 
  • ପୋଥିଗାଦୀ- ଜୈମିନୀ ଭାରତ 
  • ପ୍ରବର- ନାଗ,ଅନନ୍ତ, ଅକ୍ଷୋଭ୍ୟ 
  • ଖଳା - ମୀନବଞ୍ଚା ଖଳା, କିନବଞ୍ଚା କୁମୁର, ହୁଳୁକୁମୁରା 

ଗୋଣ୍ଡ ସମାଜ ୭ଦେଓ ଚିହ୍ନ
MORE LINKS-: 



Comments

Popular posts from this blog

ODISHA'S FAMOUSE BOOKS AND THEIR AUTHOR

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )

JNANPITH AWARD WINNER LIST OF ODISHA(1965-2022)