Posts

Showing posts from June, 2023

HENPECKED(ହେନପେକେଡ୍‌)

Image
  HENPECKED ବେଶ କିଛି ଲୋକ ଦୁନିଆରେ ଅଛନ୍ତି ଯେଉମାନେ ସେମାନଙ୍କ ପତ୍ନୀଙ୍କ କଥା ମନି ଚଳନ୍ତି । ସାଧାରଣ ଲୋକଙ୍କ କଥାରେ ପୁରା ଆଜ୍ଞାକାରୀ ସ୍ଵାମୀ । ସ୍ତ୍ରୀ ଯାହା କହିବେ ସ୍ଵାମୀ ମାନିବାକୁ ସତେଯେମିତି ବାଧ୍ୟ । ସ୍ତ୍ରୀଙ୍କ କଥା ମାନି ସ୍ତ୍ରୀଙ୍କ ସମସ୍ତ କାର୍ଯ୍ୟରେ (ବାସନ ମଜିବା, ଘର ସାଫା କରିବା ଏମିତିକି ରୋଷେଇରେ ମଧ୍ୟ) ସାହାଯ୍ୟ କରନ୍ତି । ସ୍ତ୍ରୀ ଯଦି କହିବେ ଘରକୁ ଶିଘ୍ର ଫେରିବାକୁ ତେବେ ସବୁ କାମ ପଛରେ ପକାଇ ତୁରନ୍ତ ଆସି ସ୍ତ୍ରୀଙ୍କ ପାଖରେ ହଜାର ହୋଇଯିବେ । ଏମିତି ଲୋକଙ୍କ ଉଦାହରଣ ବି ଆମେ ଦେଖିଛେ । ଫିଲ୍ମ କି ସିରିଏଲରେ ଏମିତି ଚରିତ୍ର ବି ଦେଖିବାକୁ ପାଇବେ ଯାହାଙ୍କୁ କୁହାଯାଏ ଜୋରୁ କା ଗୁଲାମ । ଅନେକ ସମୟରେ ଏମିତି ଲୋକଙ୍କୁ କେହି କେହି ଥଟ୍ଟାମଜାରେ ହେନପେକେଡ୍‌  କହି ଚିଡାଇଥାନ୍ତି । ତେବେ ଏହି ହେନପେକେଡ୍‌ କଣ ? ହେନପେକେଡ୍‌ ଶବ୍ଦ ବିଷୟରେ ଜାଣିବା । ଯେଉଁମାନେ ନିଜ ସ୍ତ୍ରୀ ଦ୍ଵାରା ପରିଚାଳିତ ହୁଅନ୍ତି ବା ସ୍ତ୍ରୀ ନିୟନ୍ତ୍ରଣରେ ରହିଥାନ୍ତି ସେମାନଙ୍କୁ ହେନପେକେଡ୍‌ କୁହାଯାଇଥାଏ । ହେନପେକେଡ୍‌ ଶବ୍ଦ ଶକରତ୍ମକ ବଦଳରେ ନକରାତ୍ମ ଅର୍ଥରେ ବ୍ୟବହାର କରାଯାଇଥାଏ । ଓଡିଆରେ ଏମାନଙ୍କୁ ସ୍ତ୍ରୈଣ ବୋଲି ମଧ୍ୟ କୁହାଯାଏ । ଅର୍ଥାତ ଭଲ ମନ୍ଦ ବିଚାର ନକରି , ସ୍ତ୍ରୀକୁ ଖୁସି ରଖିବା ଉଦ୍ଦେଶ୍ୟରେ ଯେଉଁ ସ୍ଵାମୀ ସ୍ତ୍ରୀର କଥା ମନି ସବୁ କାମ କରିଥାଏ ସେମାନଙ୍...

THE GREAT GRANDFATHER TREE(OLDEST TREE) 5000 YEAR OLD TREE

Image
  THE GREAT GRANDFATHER TREE (GREAT GRANDFATHER TREE) ହଜାର ହଜାର ବର୍ଷ ପାର କରିଗଲା ପରେ ବି ଦାମ୍ଭିକ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ପ୍ରପିତାମହ (ଗ୍ରେଟ ଗ୍ରାଣ୍ଡ  ଫାଦର) । ଏହି ନାମରେ ପରିଚିତ ଏହି ବୃକ୍ଷ । ଚିଲି ର ଘଞ୍ଚ ଜଙ୍ଗଲରେ ଡାଳ ପତ୍ର ମେଲାଇଥିବା ୫ ହଜାରରୁ ଅଧିକ ବର୍ଷର ଏହି ବିଶାଳ ବୃକ୍ଷକୁ ବିଶ୍ଵର ସବୁଠାରୁ ପୁରୁଣା ବୋଲି କୁହାଯାଉଛି । ସରକାରୀ ଭାବେ ସେଭଳି ସ୍ଵୀକୃତି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଇଜିପ୍ଟର ଦକ୍ଷିଣ କାଇରୋ ସହରଠାରୁ ପ୍ରାୟ ୩୨ କିମି ଦୂରରେ ଅବସ୍ଥିତ ସାକାରା ନାମକ ସ୍ଥାନରେ ସଂପ୍ରତି ୪,୩୦୦ ବର୍ଷର ଏକ ପୁରୁଣା ମମିର ସନ୍ଧାନ ମିଳିଛି ।  କିଛି ପ୍ରତ୍ନତତ୍ତ୍ଵବିଦ କୁହନ୍ତି ଏହା କାଳେ ଆଜି ପର୍ଯ୍ୟନ୍ତ ଠାବ ହୋଇଥିବା ବିଶ୍ଵର ସର୍ବପ୍ରାଚୀନ ମମି । ଯଦିଓ ଏହି ଦାବି ନେଇ ମତଭେଦ ରହିଛି । ଗାଣିତିକ ସେହି ମମିର ବୟସକୁ ବି ଟପିଯାଇଛି 'ଗ୍ରେଟ ଗ୍ରାଣ୍ଡଫାଦର' । ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ,  ଏହାର ଗୋଟିଏ ଚେରର ବ୍ୟସାର୍ଦ୍ଧ ୧୩ ଫୁଟ(୪ ମିଟର) । ଏହି ବୃକ୍ଷଟିର ଉଚ୍ଚତା ପ୍ରାୟ ୯୨ ଫୁଟ(୨୮ମିଟର) । ଏହା ପୂର୍ବରୁ ବିଶ୍ଵର ସବୁଠାରୁ ପୁରୁଣା ବୃକ୍ଷର ମାନ୍ୟତା ପାଇଥିଲା ମେଥୁସେଲା । ଆମେରିକାର କାଲିଫନିଆର ସେହି ଗ୍ରେଟ ବେଶିନ ବିସଲକୋନ ପାଇନ ଗଛଟି ୪୮୫୦ ବର୍ଷ ପୁରୁଣା । ଦୀର୍ଘ ବର୍ଷ ଧରି ଏତେ ପ୍ରତିକୂଳ ପରିସ୍ଥିତିର ସାମ୍...

ODISHA'S FAMOUSE BOOKS AND THEIR AUTHOR

Image
ODISHA'S FAMOUSE BOOKS AND  THEIR AUTHOR BOOK'S NAME AUTHOR IMAGE ତପସ୍ଵିନୀ ଗଙ୍ଗାଧର ମେହେର  ପ୍ରଣୟ ବଲ୍ଲରୀ  ଗଙ୍ଗାଧର ମେହେର  ଚିଲିକା  ରାଧାନାଥ ରାୟ  କେଦାର ଗୌରି  ରାଧାନାଥ ରାୟ  ଚନ୍ଦ୍ରଭାଗା  ରାଧାନାଥ ରାୟ  ଛ ମାଣ ଆଠ ଗୁଣ୍ଠ  ଫକୀରମୋହନ ସେନାପତି ଳଛମା  ଫକୀରମୋହନ ସେନାପତି ମାମୁଁ  ଫକୀରମୋହନ ସେନାପତି ଆତ୍ମ ଚରିତ  ଫକୀରମୋହନ ସେନାପତି ରେବତୀ  ଫକୀରମୋହନ ସେନାପତି ପ୍ରାୟଶ୍ଚିତ  ଫକୀରମୋହନ ସେନାପତି ଡାକ ମୁନ୍‌ସି ଫକୀରମୋହନ ସେନାପତି ପେଟେଣ୍ଟ ମେଡିସିନ  ଫକୀରମୋହନ ସେନାପତି  କାରା କବିତା  ଗୋପବନ୍ଧୁ ଦାସ  ବନ୍ଦିର ଆତ୍ମ କଥା ଗୋପବନ୍ଧୁ ଦାସ  ମନ ଗହୀରର ଚାଷ  ଗୋପୀନାଥ ମହାନ୍ତି   ଧର୍ମପଦ  ଗୋପବନ୍ଧୁ ଦାସ  ଅବକାଶ ଚିନ୍ତା  ଗୋପବନ୍ଧୁ ଦାସ  ଛବିଳ ମଧୁ ବର୍ଣ୍ଣବୋଧ ମଧୁସୂଦନ ରାଓ  ମାଟି ମୋଟାଳ  ଗୋପୀନାଥ ମହାନ୍ତି  ...