ODISHA(ଓଡିଶା )

ODISHA
ଓଡିଶା (ODISHA)

ଓଡିଶା (ODISHA)

ଓଡିଶା ଭାରତର ପୂର୍ବ ଉପକୂଳର ୧୭ ଡିଗ୍ରୀ ୪୯ ମିନିଟ୍ରୁ ୨୨ ଡିଗ୍ରୀ ୩୪ ମିନିଟ୍ ଉତ୍ତର ଅକ୍ଷାଂଶ, ଏବଂ ୮୧ ଡିଗ୍ରୀ ୨୯ ମିନିଟ୍ରୁ ୮୭ ଡିଗ୍ରୀ ୨୯ ମିନିଟ୍ ପୂର୍ବ ଦ୍ରାଘିମାରେ ଅବସ୍ଥିତ । 

ଓଡିଶା ଆଗରୁ ବିହାର ରାଜ୍ୟ ସହ ମିଶିଥିଲା । ଓଡିଶା ୧ ମାର୍ଚ୍ଚ  ୧୯୩୬ ମସିହାରେ ସ୍ଵତନ୍ତ୍ର ହୋଇଥିଲା, ବିହାର ରାଜ୍ୟ ଠାରୁ ଅଲଗା ହୋଇଯାଇଥିଲା । 

ଓଡିଶାର ପୁର୍ବରେ ବଙ୍ଗପୋ ସାଗର ,ପଶ୍ଚିମରେ ଛତିଶଗଡ଼ ,ଉତ୍ତରରେ ଝାରଖଣ୍ଡ, ଉତ୍ତର ପୁର୍ବରେ କୋଲକାତା ଓ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଅବସ୍ଥିତ । 

ରାଜ୍ୟ -ଓଡିଶା 

ସରକାରୀ ଭାଷା -ଓଡିଆ

ଓଡିଶା ପ୍ରତିଷ୍ଠା ଦିବସ- ୧ ଏପ୍ରିଲ ୧୯୩୬ 

ରାଜ୍ୟ କୋଡ -ଓଡି (OD)

ଜିଏସଟି ନମ୍ବର -୨୧

ଓଡିଶାର ପୁରାତନ ନାମ -କଳିଙ୍ଗ ,ଉତ୍କଳ ,ଓଡ୍ର 

କଳିଙ୍ଗ ଯୁଦ୍ଧ ସମୟରେ ଓଡିଶାର ରାଜଧାନୀର ନାମ ଥିଲା ତୋଷାଳି । 

ଓଡିଶାର ବର୍ତ୍ତମାନ ରାଜଧାନୀର ନାମ ହେଉଛି ଭୁବନେଶ୍ବର । ଭୁବନେଶ୍ବର ପୂର୍ବରୁ କଟକ ଓଡିଶାର ରାଜଧାନୀ ଥିଲା । ୧୯ ଅଗଷ୍ଟ ୧୯୪୯ ମସିହାରେ କାଟକରୁ ଭୁବନେଶ୍ବରକୁ  ଓଡିଶାର ରାଜଧାନୀ ରୂପେ ସ୍ତାନାତରିତ କରାଯାଇଥିଲ । 

ଭୁବନେଶ୍ବରର ପ୍ରତିଷ୍ଠା ଦିବସ -୧୩ ଏପ୍ରିଲ ୧୯୪୮। ପ୍ରତି ବର୍ଷ ଏପ୍ରିଲ ୧୩ ତାରିଖକୁ ଭୁବନେଶ୍ବରର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । 

ରାଜ୍ୟ -୩୦

ବ୍ଲକ -୩୧୪

ତହସିଲ -୩୧୭

ରାଜସ୍ୱ ଡିଭିଜନ୍-୩ (କେନ୍ଦ୍ରୀୟ ,ଉତ୍ତର ଓ ଦକ୍ଷିଣ ଡିଭିଜନ )

ସବ ଡିଭିଜନ -୫୮

ପଞ୍ଚାୟତ - ୬୭୯୮ (https://panchayat.odisha.gov.in/about-us/demographic-profile)

ଗ୍ରାମ -୫୧୩୧୩  (Census ୨୦୧୧ ଅନୁଯାଇ ) 

ମହାନଗର ନିଗମ -୫ (କଟକ,ଭୁବନେଶ୍ବର,ବ୍ରହ୍ମପୁର ,ରାଉରକେଲା ,ସମ୍ବଲପୁର ) 

ବିଜ୍ଞାପିତ ଅଞ୍ଚଳ -୬୬

ପୌରପାଳିକା -୩୫

ଲୋକସଭା ଆସନ ସଂଖ୍ୟା -୨୧

ରାଜ୍ୟସଭା ଆସନ ସଂଖ୍ୟା -୧୦ 

ବିଧାନସଭା ଆସନ ସଂଖ୍ୟା -୧୪୭

ବିଧାନସଭା ପ୍ରକାର - ଏକକ ବିଧାନ ସଭା (unicameral legislature)

ପ୍ରତ୍ୟେକ ରାଜ୍ୟରେ ଏକ ବିଧାନସଭା ଅଛି। ଗୋଟିଏ ରାଜ୍ୟ ବିଧାନସଭା ଯାହାର ଗୋଟିଏ ଗୃହ ଅଛି - ରାଜ୍ୟ ବିଧାନସଭା (ବିଧାନସଭା) । ଗୋଟିଏ ରାଜ୍ୟ ବିଧାନସଭା ଯେଉଁଥିରେ ଦୁଇଟି ଗୃହ ଅଛି - ରାଜ୍ୟ ବିଧାନସଭା ଏବଂ ରାଜ୍ୟ ବିଧାନ ପରିଷଦ (ବିଧାନ ପରିଷଦ) - ଏକ ଦ୍ୱିପାକ୍ଷିକ ବିଧାନସଭା।

 ଯେଉଁ ରାଜ୍ୟରେ କେବଳ ରାଜ୍ୟ ବିଧାନସଭା ଥିବା (ଗୋଟିଏ ଗୃହ) ଥିବା ସେହି ପ୍ରକାରର ବିଧାନସଭାକୁ ଏକକ ବିଧାନ ସଭା କୁହାଯିବ । (unicameral legislature)

ଯେଉଁ ରାଜ୍ୟରେ ଦୁଇଟି ଗୃହ ଯଥା ବିଧାନସଭା ଓ ବିଧାନ ପରିଷଦ ଥିବା ତାହାକୁ ଦ୍ଵୀପାକ୍ଷିକ ବିଧାନସଭା କୁହାଯାଏ ।  (bicameral legislature)



Comments

Popular posts from this blog

ODISHA'S FAMOUSE BOOKS AND THEIR AUTHOR

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )

JNANPITH AWARD WINNER LIST OF ODISHA(1965-2022)