Posts

Showing posts from February, 2024

35th NEW NAC (NOTIFIED AREA COUNCIL) OF ODISHA

Image
ODISHA CHIEF MINISTER Naveen Patnaik Announced a new NAC  ( Notified Area Council ) 35th New NAC( Notified Area Council )  is Birmaharajpur of Subarnapur District.   Birmaharajpur of Subarnapur has been included as a new NAC. Which has increased the number of new NACs to 35. Yesterday the number of new NACs was 34 , today this number has reached 35 .

ODISHA NEW MUNICIPALITIES AND NACs LIST 2024

Image
ODISHA NEW MUNICIPALITIES & NACs LIST 2024 Bhubaneswar 24/02/2024 -:Odisha Chief Minister Naveen Patnaik announced 34 new NACs and 5 new Municipalities. 5 new municipalities are -: Boudhgarh in Boudh District, Karanjia in Mayurbhanj  District , Kantabanji in Balangir  District  and Chhatrapur and Aska in Ganjam District. Earlier these were NACs, now they have been upgraded to municipalities . 34 new NACs are - Pallahada and Chendipada in Angul District, Basta and Simulava in Balesore District, Paikmal and Veden in Bargarh  District , Agarpada in Bhadrak, Belpada and Saiktala in Balangir district, Binjharpur, Panikoli, Jarka and Chandikhol in Jajpur  District,   Jayapatna in Kalahandi District, Raikia in Kandhamal  District , Borigumma in Koraput  District , Sinpali in Nuapada  District , Chandili, Muniguda and Bishmaktak in Rayagada district, Dunguripali in Sonepur  Banei in Sundergarh District, Shergarh and Kukudakhandi in Ganjam...

AMA BANK ଆମ ବ୍ଯାଙ୍କ

Image
 AMA BANK( ଆମ ବ୍ଯାଙ୍କ) ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆର୍ଥିକ ଅନ୍ତର୍ଭୁକ୍ତକାରଣ ଏକାନ୍ତ ଆବଶ୍ୟକ ଓ ଏହା ସରକାରଙ୍କ ପାଇଁ ପ୍ରମୁଖ ପ୍ରାଥମିକତା ଅଟେ । ରାଜ୍ୟରେ ବ୍ଯାଙ୍କିଙ୍ଗ ଭିତ୍ତିଭୂମି କମ ଥିବାରୁ ଆର୍ଥିକ ଅନ୍ତର୍ଭୂକ୍ତିକରଣ ପାଇଁ ଏହା ଏକ ଜଟିଳ ସମସ୍ଯା ସୃଷ୍ଟି କରୁଛି । ସାରା ରାଜ୍ୟରେ ବ୍ଯାଙ୍କ ଶାଖାର ଉପଲବ୍ଧତା ବହୁତ କମ ରହିଛି । ବ୍ଯବସାୟିକ ଦୃଷ୍ଟିରୁ ଅଧିକାଂଶ ବ୍ଯାଙ୍କ ଶାଖା ସହରାଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ରାଜ୍ୟରେ ଦୁର୍ଗମ ଅଞ୍ଚଳରେ ଲୋକମାନେ ମୌଳିକ ବ୍ଯାଙ୍କ ସେବା ସହିତ ପ୍ରତ୍ଯକ୍ଷ ଲାଭ ସ୍ଥାନାନ୍ତରର (ଡିବିଟି) ର ସୁବିଧା ପାଇବା ପାଇଁ ସଂଘର୍ଷ କରୁଛନ୍ତି ।  ଓଡିଶାର 6798 ଗ୍ରାମପଞ୍ଚାୟତ ବ୍ଯାଙ୍କ ବିହୀନ ଅଟେ । ବ୍ଯାଙ୍କଙ୍ଗ ଏକ ଜରୁରୀ ସେବା ହୋଇଥିବାରୁ ରାଜ୍ୟର ପ୍ରତ୍ଯେକ ଗ୍ରାମ ପଞ୍ଚାୟତକୁ ନିରବଛିନ୍ନ ବ୍ଯାଙ୍କ ସେବା ପ୍ରଦାନ ପାଇଁ ଏକ ବ୍ଯାଙ୍କ ଶାଖାର ଆବଶ୍ୟକତା ରହିଛି ।  ନିରବଛିନ୍ନ ବ୍ଯାଙ୍କଙ୍ଗ ସେବା ତଥା ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରତ୍ଯକ୍ଷ ଲାଭ ସ୍ଥାନାନ୍ତର (ଡ଼ିବିଟି) ଠିକ ସମୟରେ ଉପଲବ୍ଧି କରାଇବା ପାଇଁ ବ୍ଯାଙ୍କର ଉପସ୍ଥିତି ଅପରିହାର୍ଯ ଅଟେ । ତେଣୁ, ଓଡିଶା ସରକାର 6 ଗୋଟି ରାଷ୍ଟ୍ରୟତ ବ୍ଯାଙ୍କ ଯଥା ଷ୍ଟେଟ ବ୍ଯାଙ୍କ ଓଫ ଇଣ୍ଡିଆ , ବ୍ଯାଙ୍କ ଓଫ ଇଣ୍ଡିଆ , ବ୍ଯାଙ୍କ ଓଫ ବୋରୋଦା ,ୟୁକୋ ବ୍ଯାଙ୍କ ,ୟୁନିୟନ ବ୍ଯାଙ୍କ, ପଞ୍ଜାବ ନେସନାଲ ବ...